ଗୁଆକାତି ଚଢ଼େଇ
କ୍ଷୁଦ୍ର ପକ୍ଷିବିଶେଷ — A kind of small bird.
[ଦ୍ରଷ୍ଟବ୍ୟ —ଏମାନେ ଉଡ଼ିଗଲାପରେ ଏମାନଙ୍କ ଡେଣାର ଅଗ ଲାଞ୍ଜରେ ଦୁଇ କଡ଼ରେ ଗୁଆକାତିର ବେଣ୍ଟ ଭଳି ପଦାକୁ ବାହାରି ଥାଏ ଜହ୍ନପକ୍ଷରେ ରାତି ଘଡ଼ିଏ ଦି ଘଡ଼ି ପର୍ଯ୍ୟନ୍ତ ଏମାନେ ଆକାଶରେ ଉଡ଼ି ବୁଲନ୍ତି]