ଗୁଆକୋଳି
ଏକପ୍ରକାର ବୃକ୍ଷ ଓ ତହିଁର କୋଳି — A kind of tree and its fruit; Maba Busei folia (Haines).
[ଦ୍ରଷ୍ଟବ୍ୟ —ଏହାର ଫଳ ସାନ ଓ ଲମ୍ୱଡ଼ା; ଫଳର ରସ ଦୁଧ ପରି ଧଳା ଓ ମିଠା; ବାଳକବାଳିକାମାନେ ଏହାକୁ ଅତି ଆଦରରେ ଖାଆନ୍ତି]