Jump to content

ଗୁଆଖୋଳପା

ଉଇକିଅଭିଧାନ‌ରୁ

ଗୁଆଖୋଳପା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁଆ ଫଳର ଉପରିସ୍ଥ ଆବରଣ ବା ଚୋପା —୧. Rind of a betel-nut.
୨. ଗୁଆ ବାହୁଙ୍ଗା ମୂଳରେ ଥିବା ଚୋପା — ୨. The rind at the foot of the branch of a betel-nut tree.