ଗୁଆଦେବା
ଦେଖଣା
ଗୁଆଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁଆଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗୁବାକ ଅର୍ପଣପୂର୍ବକ ବନ୍ଧୁବାନ୍ଧବଙ୍କୁ ବିବାହାଦି ଅନୁଷ୍ଠାନକୁ ନିମତ୍ରଣ କରିବା — To invite relatives by sending betel-nuts to attend family festivities.
ବାହା ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ ଫକୀରମୋହନ—ଛମାଣଆଠଗୁଣ୍ଠ