Jump to content

ଗୁଆଳିସଭା

ଉଇକିଅଭିଧାନ‌ରୁ

ଗୁଆଳିସଭା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣମାନଙ୍କ ବ୍ରତ ବିବାହରେ ଭୋଜନ ପୂର୍ବରୁ ରାତ୍ରିରେ ସମବେତ ବନ୍ଧୁମାନେ ବରକନ୍ୟାଙ୍କୁ ବା ବ୍ରତ ହୋଇଥିବା ବାଳକକୁ ଆର୍ଶିବାଦ କରିବା ଉପଲକ୍ଷେ କରାଯିବା ସଭା; ଫୁଲସଭା —A meeting of Brahmans held before the marriage or Brata feast to bless the newly married couple or the newly initiated boy.

[ଦ୍ରଷ୍ଟବ୍ୟ —ଏ ସଭାରେ ସମବେତ ବ୍ରାହ୍ମଣମାନଙ୍କୁ ସମ୍ମାନସ୍ୱରୂପ ଗୁଆ, କଉଡ଼ି ଭେଟି ଦିଆଯାଏ]