Jump to content

ଗୁଚ୍ଛପୁଷ୍ପ

ଉଇକିଅଭିଧାନ‌ରୁ

ଗୁଚ୍ଛପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୁଂଚ୍ଛ+ ପୁଷ୍ପ)

[ସମ୍ପାଦନା]
୧. ଅଶୋକଗଛ — ୧. Asoka tree.
୨. ସପ୍ତପର୍ଣ୍ଣ ଗଛ; ଛତିଆନା ଗଛ — ୨. Alstonia scholaris.
୩. ରିଠା (ହିନ୍ଦୀ - ଶବ୍ଦସାଗର) —୩. The soapnut tree.
୪. ଧାତକୀ (ହିନ୍ଦୀ - ଶବ୍ଦସାଗର) —୪. Dhātakī.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେଉଁ ଗଛର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ — (trees) Which flower in clusters.