ଗୁଚ୍ଛଫଳା

ଉଇକିଅଭିଧାନ‌ରୁ

ଗୁଚ୍ଛଫଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ଗୁଚ୍ଛ+ଫଳ+ଆ)[ସମ୍ପାଦନା]

୧. ଦାକ୍ଷାଲତା —୧. The vine.
୨. କଦଳୀ ଗଛ —୨. The banana tree.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

ଯେଉଁ ଲତାର ଫଳ ପେନ୍ଥା ପେନ୍ଥା ହୋଇ ଧରେ — (creepers) Bearing fruits in clusters.