ଗୁଜରାଣ

ଉଇକିଅଭିଧାନ‌ରୁ

ଗୁଜରାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଜରାନ୍=ନିର୍ବିହ; କାଳକ୍ଷେପ)[ସମ୍ପାଦନା]

୧. ଜାବନ ଧାରଣ —୧. Living.
୨. ଜୀବିକା —୨. Livelihood.
୩. କାଲକ୍ଷେଷ; ସମୟଯାପନ — ୩. The passing of time.