ଗୁଜରିବା
ଦେଖଣା
ଗୁଜରିବା
ଉଚ୍ଚାରଣ
[ସମ୍ପାଦନା]ଗିଜାରିବା, ଗୁଜରାଇବା, ଗୁଜୁରାଇବା, ଗୁଜୁରାଇବାଣିଜନ୍ତରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ଫରାସୀ - ଗୁଜର୍ନା=(କାଳ) ଯାପନ ହେବା)
[ସମ୍ପାଦନା]- ୧. (କାଳ) ଯାପନ ହେବା; ଅତିବାହିତ ହେବା — ୧. (time) To pass a way.
- ୨. କାଳକାଟିବା — ୨. To pass time.
- ୩. କୌଣସିପ୍ରକାରେ ଚଳିଯିବା — ୩. To manage to live on.
- ୪. ଚଳିଯିବା —୪. To pass by.
(ଯଥା—ଯେନକେନପ୍ରକାରେ, ମୋ କାମ ଗୁଜରୁଛି)
- ୫. କୌଣସି ପଦାର୍ଥ ବା ସୁଖ କିଛିକାଳ ଉପଭୋଗ କରିବା — ୫. To enjoy a pleasure for some time.
- ୬. ସାକ୍ଷିରୂପେ ଜବାନବନ୍ଦି କରିବା — ୬. To give evidence as a witness.
(ଯଥା—ଗୁହା ଗୁଜରିବା ତାଙ୍କ ଜାତକରେ ନାହିଁ)
- ୭. (ମନୁଷ୍ୟ) ମୃତ ହେବା — ୭. To die; to pass away.
- ୮. ଘଟିବା —୮. To happen.
(ଯଥା—ମୋ ଉପରେ ଗୋଟାଏ ବଡ଼ ଆପଦ ଆସି ଗୁଜରିଲା)