ଗୁଜାରିବା
ଦେଖଣା
ଗୁଜାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - ('ଗୁଜରିବା' କ୍ରିୟାର ଣିଜନ୍ତରୂପ; ଫରାସୀ - ଗୁଜାର୍ନା)
[ସମ୍ପାଦନା]- ୧. ଉପସ୍ଥାପିତ କରିବା; ପେଶ କରିବା — To place or put up before a person to cite.
ନ୍ୟାୟ ଯୁକ୍ତି ସିଧା ଉକ୍ତି ପହିଲେ ଗୁଜାରିବା—ଭିକାରୀଚରଣ ଗୀତଲହନୀ
- ୨. (କାଳ) କଟାଇବା —୨. To pass. (time)