Jump to content

ଗୁଜ୍ଜରୀ

ଉଇକିଅଭିଧାନ‌ରୁ

ଗୁଜ୍ଜରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଗୁର୍ଜ୍ଜର+ସ୍ତ୍ରୀ.ଈ)

[ସମ୍ପାଦନା]

ରାତ୍ରି କାଳରେ ଶୃଙ୍ଗାର— ରସରେ ଗେୟ ରାଗିଣୀବିଶେଷ —A musical tone used in night time (See notes under 'Rāga'.

[ ଦ୍ର—କେହିଣ କେହି ଏହାକୁ ଦୀପକ ରାଗର ଓ କେହି କେହି ମେଘ ରାଗର ରାଗିଣୀ ବୋଲି କହନ୍ତି ]