ଗୁଞ୍ଜ
ଦେଖଣା
ଗୁଞ୍ଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁଞ୍ଜ୍ ଧାତୁ+ଅଧିକରଣ. ଅ; ଯେଉଁଠାରେ ଭ୍ରମରମାନେ ଶଦ୍ଦ କରନ୍ତି)
[ସମ୍ପାଦନା]- ୧. (ପୁଷ୍ଣ) ଗୁଚ୍ଛ; ସ୍ତବକ — ୧. Bunch or cluster (of flowers)
- ୨. ଫୁଲତୋଡ଼ା —୨. Nosegay.
- ୩. (+ଭାବ. ଅ)—ଗୁଣୁଗୁଣୁ ଶଦ୍ଦ — ୩. Buzzing sound; humming of (bees).
- ୪. କଳରବ; ଆନନ୍ଦଧ୍ୱନି (ହିନ୍ଦୀ - ଶଦ୍ଦସାଗର) — ୪. Sound of joy.
- ୫. ଗୁଞା; କାଇଞ୍ଚ (ହିନ୍ଦୀ - ଶଦ୍ଦସାଗର) — ୫. A black-tipped red seed.
- ୬. ସୁନା ତାରରେ ଦଉଡ଼ିପରି ବୁଣା ହୋଇଥିବା ହାର; ଗୋପ (ହିନ୍ଦୀ - ଶଦ୍ଦସାଗର) — ୬. A kind of necklace woven like a rope.