Jump to content

ଗୁଞ୍ଜନ

ଉଇକିଅଭିଧାନ‌ରୁ

ଗୁଞ୍ଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁ଼ଞ୍ଜ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଗୁଣୁଗୁଣୁ ଶଦ୍ଦ; ଭ୍ରମରର ଶଦ୍ଦ — ୧. Buzzing sound; humming (of bees).
୨. ଗୁଞ୍ଜା ଫଳ; କାଇଞ୍ଚ — ୨. A black-tipped red seed borne in pods.