ଗୁଞ୍ଜରା
ଦେଖଣା
ଗୁଞ୍ଜରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୁଣ୍ଡର ମାଳାପରି ଆଭରଣବିଶେଷ — ୧. Kind of bead used to adorn the head.
- ୨. (ସଂସ୍କୃତ - ଗୁଞ୍ଜ) କାଇଞ୍ଚର ମାଳା — ୨. A necklace of Kāin̄cha seeds
ମଣି ଗୁଞ୍ଜରା ଶିରେ ଧରି ଗାଈଙ୍କ ପଛେ ବନଚାରୀ ଜଗନ୍ନାଥ—ଭାଗବତ
- ୩. ଗୁଞ୍ଜରପୋକର ଖୋଳରୁ ପ୍ରସ୍ତୁତ ଗୋଲାକାର ଟିକିଲି — ୩. A tip made from the tough covering of the Rutilian beetle.
ମୟୂର ମୁକୁଟ ଶୋଭନ, ଗୁଞ୍ଜ ଗୁଞ୍ଜରା ଗୋରଚନ ଭୂପତି—ପ୍ରେମପଞ୍ଚାମୃତ