Jump to content

ଗୁଞ୍ଜରାପାଟି

ଉଇକିଅଭିଧାନ‌ରୁ

ଗୁଞ୍ଜରାପାଟି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମୁଣ୍ଡର ଆଭରଣବିଶେଷ — ୧. A kind of ornament for the head.

ଗୁଞ୍ଜରାପାଟି ତାଳୁମୂଳ, ଶ୍ରବଣେ ମକର କୁଣ୍ଡଳ ଜଗନ୍ନାଥ—ଭାଗବତ

[[]] ୨ ଗୁଞ୍ଜରା ]] ୩ (ଦେଖ) - ୨. Gun̄jarā ୩ (See)