Jump to content

ଗୁଞ୍ଜା

ଉଇକିଅଭିଧାନ‌ରୁ

ଗୁଞ୍ଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୁଞ୍ଜ+ଆ)

[ସମ୍ପାଦନା]
୧. କାଇଞ୍ଚ (ଦେଖ) - — Kāin̄chā (See)

ଅଞ୍ଜନାଭ ଗୁଞ୍ଜାମାଳିଆ ପାତୁଆ କରନ୍ତି ଜତୁ ସଂଗ୍ରହ—ରାଧାନାଥ. ପାର୍ବତୀ

୨. କାଇଞ୍ଚ ପରିମିତ ଓଜନ — ୨. A standard weight; ୧-୫\୧୬ grains troy.
୩. ଦୁଇ ଗ୍ରେନ୍ ପରିମିତ ଓଜନ — ୩. A weight of ୨ grains.
୪. ଗୁଞ୍ଜନ; ଗୁଣୁ ଗୁଣୁ ଶଦ୍ଦ —୪. Buzzing.
୫. ନାଗରା —୫. Kettle-drum.
୬. ମଦ୍ୟପାନଶାଳା —୬. A tavern.
୭. ଧ୍ୟାନ —୭. Meditation.
୮. ବିଷାକ୍ତମୂଳ ଗୁଳ୍ମବିଶେଷ — ୮. A plant with poisonmous root.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଠେଲି ପେଲି କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥ ମଧ୍ୟରେ ଭର୍ତ୍ତି କରିବା —Thrusting a thing into other things.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଠେଲିକରି ଭର୍ତ୍ତିକରା ଯାଇଥିବା — Thrust in; forced in.
୨. ଅନ୍ୟ ବ୍ୟକ୍ତି ନିକଟରେ ଅଯାଚିତ ଭାବରେ ପେଲି ହୋଇ ପଶିବା (ଲୋକ); ଲେଭେଡ଼ା —୨. One who thrusts himself into the company of others uninvited.