ଗୁଞ୍ଜାଗୁଞ୍ଜି
ଦେଖଣା
ଗୁଞ୍ଜାଗୁଞ୍ଜି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁଞ୍ଜାଗୁଞ୍ଜି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ସଂକୀର୍ଣ୍ଣ ସ୍ଥାନରେ ବହୁ ବସ୍ତୁ ବା ବ୍ୟକ୍ତିଙ୍କର ଅବସ୍ଥାନ ଲାଗି ଠେଲାଠେଲି — ୧. Pushing one another for occupying a narrow space.
- ୨. ଗଳାଗଳି —୨. Thrusting into one another.
- ୩. ନାନା ପଦାର୍ଥ ଗୁଞ୍ଜିବା କର୍ମ — ୩. Act of thrusting many things.
- ୪. ଭିଡ଼ —୪. Overcrowding; overlapping.