Jump to content

ଗୁଞ୍ଜାର୍

ଉଇକିଅଭିଧାନ‌ରୁ

ଗୁଞ୍ଜାର୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]
୧. କବାଟର ଶିକୁଳି — ୧. Door-chain.
୨. ନୂପୁର —୨. Tinkling or ring for the leg.
୩. କବାଟର ଶିକୁଳାରେ ଲାଗିଥିବା ଲୌହଶଳାକାବିଶେଷ — ୩. An iron-rod attached to a door-chain.
୪. ଗୁଞ୍ଜର ପୋକ (ଦେଖ) - ୪. Gun̄jra (beetle) (See)