Jump to content

ଗୁଞ୍ଜା ରୁଅ

ଉଇକିଅଭିଧାନ‌ରୁ

ଗୁଞ୍ଜା ରୁଅ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ରୁଅ ପୁରୁଣା ଘରଚାଳରେ ପରେ ଠେଲା ହୋଇ ପୁରା ଯାଇଥାଏ —୧. The rafter thrust into the midst of other rafters in the thatch of an old house to serve as an original one.
୨. (ଲକ୍ଷଣାର୍ଥ) ଯାହା ଆସ୍ୱାଭାବିକ, ମାତ୍ର କୃତ୍ରିମ ଉପାୟରେ ସ୍ୱାଭାବିକ ଆଶ୍ରୟ ପରି ବ୍ୟ୍ୟବହୃତ ହୁଏ — ୨. An artificial support.

(ଯଥା—ପୋଷା ପୁଅ ଗୁଞ୍ଜା ରୁଅ)