Jump to content

ଗୁଞ୍ଜିକା

ଉଇକିଅଭିଧାନ‌ରୁ

ଗୁଞ୍ଜିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୁଞ୍ଜା+ସ୍ୱାର୍ଥେ. କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କାଇଞ୍ଚଫଳ —୧. The seed of Kāin̄cha.
୨. ଏକ କାଇଞ୍ଚ ପରିମାଣ — ୨. Weight of ane Kāin̄cha.