ଗୁଞ୍ଜିତ
ଦେଖଣା
ଗୁଞ୍ଜିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁଞ୍ଜ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]ଝଙ୍କୃତ; ଶଦ୍ଦାୟିତ — Resounding; with humming; full of humming sound.
ସଂସ୍କୃତ - ବିଶେଷ୍ୟ - (+ଭାବ. ତ)
[ସମ୍ପାଦନା]ଝଙ୍କାର; ଗୁଣୁଗୁଣୁ ଶଦ୍ଦ — Humming sound.
ମଧୁପ—ଗୁଞ୍ଜିତେ ହେଉ ସେ ପୃଥୁଳ—ରାଧାନାଥ ଭିକ୍ଟୋରିଆ ପଦ୍ୟ
ଦେଶଜ - ବିଶେଷଣ -
[ସମ୍ପାଦନା]ବୁ଼ଞ୍ଜା ହୋଇଥିବା; ଭିତରକୁ ପୂରା ଯାଇଥିବା — Thrust in.
କକ୍ୱଳ.ପୂରିତ. ଲୋଚନ ଭାଲେ, ଗୁଣ୍ଡମିଶା ଖିଲ୍ଲୀ ଗୁଞ୍ଜିତ ଗାଲେ—ଫକୀରମୋହନ, ଛମାଣଆଠଗୁଣ୍ଠ