Jump to content

ଗୁଡ଼କଙ୍କ

ଉଇକିଅଭିଧାନ‌ରୁ

ଗୁଡ଼କଙ୍କ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଦୀର ବାଲୁକାମୟ କୂଳଦେଶରେ ଚିଶେଷତଃ ସମୁଦ୍ର କୂଳରେ ଲତା ପରି ମାଡ଼ିବା ଏକ ପ୍ରକାର ଟାଣୁଆ ଘସ ଓ ତାହାର ଫଳ — A kind of hard and pointed creeping grass growing on sand (and its fruit).

ଗୁଡ଼ କଙ୍କ ଘେନି କନ୍ଦୁକ—କ୍ରୀଡ଼ା କରେ ସମୀର ରାଧାନାଥ. ଚନ୍ଦ୍ରଭାଗ

[ ଦ୍ର—ଏ ଘାସର ନୂଆ ଗଜା ବଡ଼ ମୁନିଆ ଓ ଲୋକଙ୍କ ଗୋଡ଼ିରୋ ଗଳି ଯାଏ ଏହାର ଫଳ ବର୍ତ୍ତୂଳାକାର]