Jump to content

ଗୁଡ଼ତ୍ୱଚ

ଉଇକିଅଭିଧାନ‌ରୁ

ଗୁଡ଼ତ୍ୱଚ

ଉଚ୍ଚାରଣ

[ସମ୍ପାଦନା]

(ଗୁଡ଼ତ୍ୱଚା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବହୁବ୍ରୀହି; ଗୁଡ଼+ତ୍ୱଚ୍=ଛେଲି)

[ସମ୍ପାଦନା]
୧. ଦାରୁଚିନି —୧. Cinnamon.
୨. ତେଜପତ୍ର ଗଛର ସୁଗନ୍ଧ ବଲୁଳ — ୨. The aromatic bark of Lurus Cassia.
୩. ଜାଇତ୍ରୀ —୩. Mace (M.W.).