ଗୁଡ଼ା
ଦେଖଣା
ଗୁଡ଼ା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୁଡ଼ ଧାତୁ+ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସେହୁଣ୍ଡ; ସିଝୁଗଛ;ସ୍ନୁହୀବୃକ୍ଷ; ପତରସିଝୁ — ୧. Euphorbia Tirucalli; Euphorbia Nerrifolia.
- ୨. କପାଗଛ —୨. Cotton plant.
- ୩. ବଟିକା —୩. Pill.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚିଲିକାରେ ବୁହାଯାଉଥିବା ନାହାର ଗୋଟିଏ ଫନ୍ଦରେ ପୋତାଯାଇଥିବା ଦୁଇଟି ବାଉଁଶ, ଯହିଁରେ ନାହାର ପାଲକୁ ଅଟକାଇ ରଖାଯାଏ — ୧. Two poles attached to one edge of the boat playing in the Chilka lake to which the sail is attached.
- ୨. ବେଷ୍ଟନ କରିବା —୨. Winding round.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ବାଳକମାନଙ୍କର ଲିଙ୍ଗ — Baby's penis.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ମୁଗ ବିରିଆଦି ଫସଲ ଜନ୍ନିବା ଉପଯୋଗୀ ଉଚ୍ଚଭୂମି — ୧. High land fit for cereals.
- ୨. ପଞ୍ଜର; ଝରକା —୨. Window.
ଅନୁବାଦ
[ସମ୍ପାଦନା]ଦେଶଜ - ପ୍ରତ୍ୟୟ (ଅନାଦରାର୍ଥ)
[ସମ୍ପାଦନା]- ୧. ଅନେକ —୧. Many.
- ୨. ବହୁ ପରିମାଣ —୨. Much.
[ ଦ୍ର—ଅନ୍ୟ ଶଦ୍ଦ ସଙ୍ଗେ ବହୁବଚନରେ ବ୍ୟବହୃତ ହୁଏ ଯଥା—ପିଲାଗୁଡ଼ା; ଏହାର ଅନ୍ୟରୂପ, ଗୁଡ଼ାଏ, ଗୁଡାକ ଏହାର ଆଦରାର୍ଥକରୂପ ଗୁଡି, ଗୁଡ଼ି, ଗୁଡ଼ିକ]