Jump to content

ଗୁଡ଼ାକେଶ

ଉଇକିଅଭିଧାନ‌ରୁ

ଗୁଡ଼ାକେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୁଡ଼ା=ସୢଝୁ ଗଛ=କେଶ; କିମ୍ୱା ଗୁଡ଼ାକା=ନିଦ୍ରା+ଈଶ=ପ୍ରଭୁ)

[ସମ୍ପାଦନା]
୧. ମହାଦେବ —୧. Mahādeba.
୨. ଅର୍ଜୁନ —୨. Arjuna.