Jump to content

ଗୁଡ଼ିଆ

ଉଇକିଅଭିଧାନ‌ରୁ

ଗୁଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଗୁଡ଼କାର) ଗୁଡ଼ରେ ମିଷ୍ଟାନ୍ନ ପ୍ରସ୍ତୁତ କରିବା ବ୍ୟକ୍ତି ଓ ଜାତି —୧. Confectioner; a caste of confectioners.
୨. ଗୁଡ଼ାଇବା କର୍ମ — ୨. The act of winding.
୩. ଅତି ଉଚ୍ଚ କଣ୍ଟାଳିଆ ବୃକ୍ଷବିଶେଷ — ୩. Dalbergia Spinosa (tree).

[ଦ୍ରଷ୍ଟବ୍ୟ —ଏହା ଉଚ୍ଚରେ ୩ ଫୁଟ ପର୍ଯ୍ୟନ୍ତ ବଢ଼େ ଏହାର ପତ୍ର ଛୋଟ]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ମିଠା —୧. Sweet.
୨. ଗୁଡ଼ ସମ୍ୱନ୍ଧୀୟ —୨. Relating to molasses.
୩. ଛନ୍ଦା ହୋଇଥିବା —୩. Bound; tied.