ଗୁଡ଼୍ଫ୍ରାଇଡ଼େ
ଦେଖଣା
ଗୁଡ଼୍ଫ୍ରାଇଡ଼େ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁଡ଼୍ଫ୍ରାଇଡ଼େ
|
ବୈଦେଶଜ - ବିଶେଷ୍ୟ - (ଇଂରାଜୀ - ଗୁଡ଼୍=ଉତ୍ତମ+ଫ୍ରାଇଡ଼େ= ଶୁକ୍ରବାର)
[ସମ୍ପାଦନା]ମାର୍ଚ୍ଚ ମାସ ୨୧: ତାରିଖ ପରେ ଯେଉଁ ପୂର୍ଣ୍ଣିମା ହୁଏ ସେହି ପୂର୍ଣ୍ଣିମାର ପରବର୍ତ୍ତୀ ଶୁକ୍ରବାର —Good friday.
[ ଦ୍ର—ଏହି ଶୁକ୍ରବାର ଦିନ ଯୀଶୁଖ୍ରୀଷ୍ଟ କ୍ରୁଶ୍ ଉପରେ ବିଦ୍ଧ ହୋଇ ନଶ୍ୱର ଦେହ ତ୍ୟାଗ କରିଥିଲେ ଏହା ଖ୍ରୀଷ୍ଟାନ୍ମାନଙ୍କର ପର୍ବ ଓ ଉପବାସ ଦିବସ ଏହି ପର୍ବ ଯୀଶୁଙ୍କର କ୍ରୁଶ୍ ଆରୋହଣର ସ୍ମାରକ ଏହି ଶୁକ୍ରବାରର ପରବର୍ତ୍ତୀ ରବିବାର ଦିନ ଯିଶୁ କବରରୁ ସଶରୀରରେ ଉଠି କେତେକ ଶିଷ୍ୟଙ୍କୁ ଦେଖା ଦେଇଥିଲେ]