Jump to content

ଗୁଡ୍ମର୍ନିଙ୍ଗ୍

ଉଇକିଅଭିଧାନ‌ରୁ

ଗୁଡ୍ମର୍ନିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ଅ. (ଇଂରାଜୀ - ଗୁଡ଼୍=ଉତ୍ତମ+ମର୍ନିଙ୍ଗ୍= ସକାଳ)

[ସମ୍ପାଦନା]

ପାଶ୍ଚାତ୍ୟ ନମସ୍କାର; ଅଭିବାଦନ — Good morning.

[ଦ୍ରଷ୍ଟବ୍ୟ —ସକାଳ ବେଳା ଦିନ ୧୨: ଟା ମଧ୍ୟରେ ଦେଖା ହେଲେ ଇଂରେଜମାନେ ପରସ୍ପରକୁ ଗୁଡ଼୍ମର୍ନିଙ୍ଗ୍ କହି ଅଭିବାଦନ କରନ୍ତି; ସନ୍ଧ୍ୟା ଓ ଅପରାହ୍ଣରେ ଗୁଡ୍ଇଭ୍ନିଙ୍ଗ୍ କହନ୍ତି]