Jump to content

ଗୁଣଗ୍ରାହୀ

ଉଇକିଅଭିଧାନ‌ରୁ

ଗୁଣଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]
(ଗୁଣଗ୍ରାହିଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁଣ+ଗ୍ରହ ଧାତୁ+କର୍ତ୍ତୃ. ଇନ; ୧ମା. ୧ବ.)

[ସମ୍ପାଦନା]
୧. ଯେ ଅନ୍ୟର ଗୁଣ ଗ୍ରହଣ କରେ — ୧. One who assumes another's qualities.
୨. ଯେ ଅନ୍ୟର ଗୁଣକୁ ଆଦର କରେ — ୨. One who appreciates another's good qualities.