Jump to content

ଗୁଣଧର

ଉଇକିଅଭିଧାନ‌ରୁ

ଗୁଣଧର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଣ— (ସଂସ୍କୃତ - ଗୁଣାଧର)

[ସମ୍ପାଦନା]
୧. ଗୁଣସମ୍ପନ୍ନ — ୧. Having good qualities.
୨. (ବ୍ୟଙ୍ଗ) ଗୁଣହୀନ — ୨. (irony) Devoid of good qualities.

(ଯଥା—ଆମ ଗୁଣଧର ପୁଅଙ୍କ କଥା କହି ବସିଲେ ସରିବ ନାହିଁ )