ଗୁଣନ
ଦେଖଣା
ଗୁଣନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୁଣ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ମନ୍ତ୍ରଣା — ୧. Plotting.
- ୨. ଅଭ୍ୟାସ —୨. Habit.
- ୩.
(ବିପରୀତ—ହରଣ)
(ଗଣିତ) ପୂରଣ; ଏକ ସଂଖ୍ୟକୁ ଅନ୍ୟ ସଂଖ୍ୟାରେ ଗୁଣିବା —୩. (arithmatic) Multiplying; multiplication.
- ୪. ଆବୃତ —୪. Recital.
- ୫. ବର୍ଣ୍ଣନ —୫. Description.