Jump to content

ଗୁଣନିଧି

ଉଇକିଅଭିଧାନ‌ରୁ

ଗୁଣନିଧି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ନିଧି)

[ସମ୍ପାଦନା]

ଗୁଣର ଆଧାର — Receptacle of all good qualities.

ଚାତୁର୍ଯ୍ୟ କୃପାଳୁ ଗୁଣନିଧି ରଖିଲୁ କି ପ୍ରାଣ କବିସୂର୍ଯ୍ୟ, କିଶୋରୀଚମ୍ପୁ

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name given to males.