Jump to content

ଗୁଣନୀୟ

ଉଇକିଅଭିଧାନ‌ରୁ

ଗୁଣନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁଣ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଗୁଣନ କରିବାର ଯୋଗ୍ୟ — ୧. Fit to be multiplied.
୨. ଯେଉଁ ସଂଖ୍ୟାକୁ ଅନ୍ୟ ସଂଖ୍ୟାଦ୍ୱାରା ଗୁଣନ କରାଯାଏ — ୨. (a number) Which is multiplied by another number.