Jump to content

ଗୁଣନୀୟକ

ଉଇକିଅଭିଧାନ‌ରୁ

ଗୁଣନୀୟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁଣନୀୟ+ସଂଜ୍ଞାର୍ଥେ. କ)

[ସମ୍ପାଦନା]
୧. (ଗଣିତ) କୌଣସି କ୍ଷୁଦ୍ରତର ରାଶିଦ୍ୱାରା ଭାଗ କରାଗଲେ ଯେଉଁ ରାଶିରୁ କିଛି ଅବଶିଷ୍ଟ ନ ରହେ — ୧. (arithmetic) A measure; a bigger number which leaves no remainder when divided by a smaller number.
୨. (ଗଣିତ) ଯେଉଁ ରାଶି ଅପର ରାଶିଦ୍ୱାରା ଗୁଣିତ ହେଲେ ଗୁଣଫଳ ଉତ୍ପାଦନ କରେ — ୨. (arithmetic) Factor.