Jump to content

ଗୁଣଫଳ

ଉଇକିଅଭିଧାନ‌ରୁ

ଗୁଣଫଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ଫଳ)

[ସମ୍ପାଦନା]

(ଗଣିତ) ଏକ ସଂଖ୍ୟାକୁ ଅନ୍ୟ ସଂଖ୍ୟାରେ ଗୁଣିଲେ ଯେଉଁ ଫଳ ପଡ଼େ — (arithmetic) The result arrived at by multiplying a number with another; Product.