ଗୁଣବାଚକ
ଦେଖଣା
ଗୁଣବାଚକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗୁଣ+ବଚ୍ ଧାତୁ+କତ୍ତୃ. ଅକ)
[ସମ୍ପାଦନା]- ୧. ଗୁଣପ୍ରକାଶକ — ୧. Expressive of qualities.
- ୨. (ବ୍ୟାକରଣ) ଯେଉଁ ବିଶେଷ୍ୟ ବା ବିଶେଷଣ ଶଦ୍ଦଦ୍ୱରା ଗୁଣ ପ୍ରକାଶିତ ହୁଏ —୨. (grammar) Denoting a quality; attributive.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ବ୍ୟାକରଣ) ବିଶେଷଣ — (Grammar) Adjective.