Jump to content

ଗୁଣବାଦ

ଉଇକିଅଭିଧାନ‌ରୁ

ଗୁଣବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ବାଦ)

[ସମ୍ପାଦନା]
୧. ଗୁଣ କୀର୍ତ୍ତନ —୧. Recital or statement of one's qualities.
୨. ପ୍ରଂଶସା; ସ୍ତୁତିବାଦ —୨. Eulogy; praise.
୩. ମୀମାଂସା ଦର୍ଶନ ଅନୁସାରେ ଅର୍ଥବାଦର ଏକ ଭେଦ — ୩. A kind of interpretation according to the Hindu Mīmāṁsā philosophy.

[ଦ୍ରଷ୍ଟବ୍ୟ — ଅର୍ଥବାଦ ୩ ପ୍ରକାର— ଗୁଣବାଦ, ଅନୁବାଦ, ଭୂତାର୍ଥବାଦ ଯେଉଁଠାରେ ବିଶେଷ୍ୟ ବିଶେଷଣର ଆକ୍ଷାରିକ ବା ପଦର ଅର୍ଥ ଗ୍ରହଣ କଲେ ତାତ୍ପର୍ଯ୍ୟ ଧରା ପଡେ ନାହିଁ ସେଠାରେ ବିଶେଷ୍ୟ ପ୍ରତି ପ୍ରଯୁଜ୍ୟ ଗୋଟିଏ ଅର୍ଥ ବିଶେଷ୍ୟରେ ଲଗାଯାଏ, ଏହାକୁ ଗୁଣବାଦ କହନ୍ତି—ହିନ୍ଦୀ - ଶଦ୍ଦସାଗର ]