Jump to content

ଗୁଣବାନ୍

ଉଇକିଅଭିଧାନ‌ରୁ

ଗୁଣବାନ୍

ଉଚ୍ଚାରଣ

[ସମ୍ପାଦନା]
(ଗୁଣବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁଣ+ବତ୍; ୧ମା. ୧ବ)

[ସମ୍ପାଦନା]
୧. ଯାହାର ଗୁଣ ଅଛି; ଗୁଣଶାଳୀ — ୧. Talented; qualfied.
୨. ସୁଗୁଣ ସମ୍ପନ୍ନ —୨. Having good qualities.