Jump to content

ଗୁଣବୈଷମ୍ୟ

ଉଇକିଅଭିଧାନ‌ରୁ

ଗୁଣବୈଷମ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ବୈଷମ୍ୟ)

[ସମ୍ପାଦନା]
୧. ବିରୁଦ୍ଧ ଗୁଣର ସମାବେଶ —୧. Conglomeration of opposite qualities or virtues.
୨. ଗୁଣର ଅସମାନତା — ୨. Dissimilarity of qualities.