Jump to content

ଗୁଣମୟ

ଉଇକିଅଭିଧାନ‌ରୁ

ଗୁଣମୟ

ଉଚ୍ଚାରଣ

[ସମ୍ପାଦନା]
(ଗୁଣମୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଗୁଣ+ପ୍ରାଚୁର୍ଯ୍ୟାର୍ଥେ. ମୟ)

[ସମ୍ପାଦନା]
୧. ପ୍ରଭୁତ ଗୁଣ— ସଂପନ୍ନ; ସୁଗୁଣପୂର୍ଣ୍ଣ — ୧. Full of (good) qualities.
୨. ସତ୍ୱ, ରଜଃ ଓ ତମୋଗୁଣବିଶିଷ୍ଟ — ୨. Consisting of the ୩ primordial qualities of nature.