Jump to content

ଗୁଣରା

ଉଇକିଅଭିଧାନ‌ରୁ

ଗୁଣରା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ଗୁଣଚିହ୍ନିରା; ଯେ ଅନ୍ୟର ଗୁଣକୁ ଚିହ୍ନିପାରେ ବା ଆଦର କରେ —One who appreciates another's good qualities.

ଧନ୍ୟ ଏ ଉତ୍କଳ—ମହୀ ଗରିଷ୍ଠ ଗୁଣଲା ଚିନ୍ତାମଣି. ବିକ୍ରମାଦିତ୍ୟ