Jump to content

ଗୁଣସାଗର

ଉଇକିଅଭିଧାନ‌ରୁ

ଗୁଣସାଗର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ସାଗର)

[ସମ୍ପାଦନା]
୧. ସକଳ ସୁଗୁଣର ଆଧାର —୧. Receptacle of good qualities.
୨. ବ୍ରହ୍ମା —୨. A name of Brahmā.
୩. ବୁଦ୍ଧିବିଶେଷ (ପ୍ରକୃତିବାଦ) — ୩. A kind intelligence.
୪. ହିଣ୍ଡୋଳ ରାଗର ପୁତ୍ର ରାଗବିଶେଷ (ହିନ୍ଦୀ - ଶଦ୍ଦସାଗର) — ୪. Name of a secondary musical air.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ରୀକୃଷ୍ଣଙ୍କର ଦୃର୍ଲଭ ଗୁଣାବଳୀର ବର୍ଣ୍ଣନାପୂର୍ଣ୍ଣ ଦୀନକୃଷ୍ଣ ଦାସଙ୍କ ରଚିତ ଓଡ଼ିଆ ପଦ୍ୟ ଗ୍ରନ୍ଥବିଶେଷ — ୧. Title of an oriya poem by Dīnakṛushṇa Dāsa.