ଗୁଣାଗୁଣି
ଦେଖଣା
ଗୁଣାଗୁଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନେକ ସଂଖ୍ୟାକୁ ଅନେକ ସଂଖ୍ୟାଦ୍ୱାରା ଗୁଣିବା କର୍ମ — ୧. Acts of multiplying.
- ୨. ସହସ୍ରନାମ, ସ୍ତବସ୍ତୋତ୍ର ଆଦି ଦେବତାଙ୍କ ନିକଟରେ ଗୁଣିବା ବା ବୋଲିବା କର୍ମ — ୨. Chanting or reciting of hymns.
- ୩. ଦୈନିକ ସନ୍ଧ୍ୟାବନ୍ଦନାଦି କର୍ମ — ୩. Daily chanting of psalms.