ଗୁଣାତୀକ
ଦେଖଣା
ଗୁଣାତୀକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଗୁଣ+ଅତୀତ)
[ସମ୍ପାଦନା]- ୧. ସଂସାରିକ ବନ୍ଧନରୁ ମୁକ୍ତ — ୧. Released from wordly ties.
- ୨. ନିର୍ଲିପ୍ତ —୨. Not addicted to the World.
- ୩. ସତ୍ୱ, ରଜଃ ଓ ତମଃ ଏ ତିନିଗୁଣରୁ ଅତୀତ — ୩. Beyond the three attributes of Nature.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରମେଶ୍ୱର —God.