Jump to content

ଗୁଣାନୁକୀର୍ତ୍ତନ

ଉଇକିଅଭିଧାନ‌ରୁ

ଗୁଣାନୁକୀର୍ତ୍ତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁଣ+ଅନୁକୀର୍ତ୍ତନ)

[ସମ୍ପାଦନା]

ଅନ୍ୟର ଗୁଣର ପ୍ରଶଂସା କରିବା — Eulogy; praising another's merits.