ଗୁଣାବସୁଣୀ
ଦେଖଣା
ଗୁଣାବସୁଣୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସହଚର)
[ସମ୍ପାଦନା]ସ୍ତ୍ରୀଲୋକମାନଙ୍କର ନାକର ଦୁଇ ପୁଡ଼ାରେ ପିନ୍ଧିଯିବା ଗୁଣା ଓ ବସୁଣୀ ନାମକ ଦୁଇଟି ଅଳଙ୍କାର —Two ornaments for the two nostrils of women.
[ଦ୍ରଷ୍ଟବ୍ୟ — ସାଧାରଣତଃ ନାକର ବାମପୁଡାରେ ଗୁଣା ଡାହାଣ ପୁଡ଼ାରେ ବସୁଣୀ ଓ ଲୋଥ ପିନ୍ଧାଯାଏ କୌଣସି କୌଣସି ଅଞ୍ଚଳରେ ଏଥିର ବିପରୀତ ବ୍ୟବହାର ମଧ୍ୟ ଦେଖାଯାଏ ]