ଗୁଣିଆଁ
ଦେଖଣା
ଗୁଣିଆଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଣିନ୍)
[ସମ୍ପାଦନା]- ୧. ଭୂତ ପ୍ରେତ ଛଡ଼ାଇବା ଲୋକ; ଓଝା —୧. An exorcist.
- ୨. ଐନ୍ଦ୍ର ଜାଲିକ —୨. Magician; conjurer.
- ୩. ମନ୍ତ୍ରଯନ୍ତ୍ର ବିଦ୍ୟାର ପାରଙ୍ଗମ ବ୍ୟକ୍ତି — ୩. A person skilled in the black art.
ବେଭାରେ—ମନ୍ତ୍ରରେ—ଯୁକ୍ତ ଗୁଣିଆଁ ଘେନି ବିଦୂର ହୋଇଲା ସୂର୍ପଶଖା ଡାକିନୀ ଭଞ୍ଜ ବୈଦେହୀଶିବିଳାସ