Jump to content

ଗୁଣିକ

ଉଇକିଅଭିଧାନ‌ରୁ

ଗୁଣିକ

ଉଚ୍ଚାରଣ

[ସମ୍ପାଦନା]
(ଗୁଣିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁଣିନ୍+ସ୍ୱାର୍ଥେ. କ)

[ସମ୍ପାଦନା]

ଗୁଣଗ୍ରାହକ; ଗୁଣଜ୍ଞ — One who appreciates another's good qualities.

ଗୁଣିକ ହୃଦୟ ବନ୍ଧନ ଫାନ୍ଦ ସଙ୍ଗୀତବିଦଙ୍କ ଶ୍ରୁତିସମ୍ପଦ ଅଭିମନ୍ୟୁ—ବିଦଗ୍ଧ ଚିନ୍ତାମଣି