Jump to content

ଗୁଣିତ

ଉଇକିଅଭିଧାନ‌ରୁ

ଗୁଣିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୁଣ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. (ଗଣିତ) ଅନ୍ୟ ଅଙ୍କଦ୍ୱାର ଯେଉଁ ଅଙ୍କର ଗୁଣନ କରାଯାଇ ଅଛି; ଗୁଣାଯାଇ ଥିବା —୧ (arithmetic) Multiplied.
୨. ଯହିଁରେ ଗୁଣ ଚଢ଼ାଯାଇ ଥାଏ (ଧନୁ) — ୨. Strung (bow).
୩. ଗଣିତ (ପ୍ରକୃତିବାଦ) —୩. Mathematics.