ଗୁଣିତକ
(ଗଣିତ) ଯେଉଁ ବୃହତ୍ ରାଶିକୁ ଅନ୍ୟ ଗୋଟିଏ କ୍ଷୁଦ୍ରତର ରାଶିଦ୍ୱାରା ଭାଗ କଲେ କିଛି ଭାଗଶେଷ ରହେ ନାହିଁ — (arithmetic) Multiple.
[ ଦ୍ର—୨୫: ସଂଖ୍ୟା ୫ର ଗୁଣିତକ ଅଟେ କିନ୍ତୁ ୪ର ଗୁଣିତକ ନୁହେ]